Below header
Browsing Tag

tapaswini express

ଆମ୍ବୁଲାନ୍ସକୁ ଧକ୍କାଦେଲା ତପସ୍ବିନୀ ଏକ୍ସପ୍ରେସ, କାହାର କିଛି କ୍ଷତି ହୋଇନାହିଁ

ରାୟଗଡ଼ା(କେନ୍ୟୁଜ୍): ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରେନ କିନ୍ତୁ କାହାର କିଛି କ୍ଷିତ ହେଲା ନାହିଁ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଟ୍ରେନ ପିଟିବ, ଅଥଚ କାହାର କେମିତି କିଛି କ୍ଷତି ହେଲାନାହିଁ?  ବାସ୍ତବରେ କିନ୍ତୁ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଅଘଟଣା ଘଟିଲା…

ପୁରୀରୁ ଗଡ଼ିଲା ତପସ୍ବିନୀ ଏକ୍ସପ୍ରେସ: ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ କୋଚ ସହିତ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ରେଳ ଷ୍ଟେସନରେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁରୀରୁ ଗଡ଼ିଲା ତପସ୍ବିନୀ ଏକ୍ସପ୍ରେସ। ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ…

ତପସ୍ବିନୀ ଏକ୍ସପ୍ରେସର ତିନିଟି ବଗିରେ ଲାଗିଲା ନିଆଁ

ପୁରୀ : ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ପୁରୀ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ ଲାଗିଲା ନିଆଁ । ୩ଟି କୋଚ୍‌ରେ ନିଆଁ ଲାଗିଛି। ସମ୍ପୂର୍ଣ୍ଣ ଜଳି ଯାଇଛି ଟ୍ରେନର S-4 ସ୍ଲିପର୍‌ ବଗି। ସେହିପରି S-3, S-5 କୋଚ୍‌ ବି କ୍ଷତିଗ୍ରସ୍ତ ହୋଇଛି।…