Browsing Tag

tapaswini sumit marriage dispute

ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ୱଶୁର, କହିଲେ- ‘ମୁଁ ଘରେ ଅସୁରକ୍ଷିତ ମଣୁଛି’

ବୋହୂ ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘରୁ ବାହାରି ଯାଇଛନ୍ତି ଶ୍ୱଶୁର ଅର୍ଥାତ୍‌ ସୁମିତଙ୍କ ବାପା। ବୋହୂ ଘରେ ପ୍ରବେଶ କରିବା ପରେ ନିଜକୁ ଅସୁରକ୍ଷିତ ମଣି ଘର ଛାଡ଼ିଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ଘର ଛାଡ଼ିବା ପରେ ଏକ ଭିଡିଓ ସେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ…

ରୁମ୍‌ ପାଇଁ ଟଣାଓଟରା: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ। ଶ୍ୱଶୁର ଘର ଲୋକ କବାଟ ନଖୋଲିବାରୁ ଏବେବି ବାରଣ୍ଡାରେ ବସିରହିଛନ୍ତି। ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ତୁଟୁନି ଝାମେଲା । ତପସ୍ୱିନୀ କେଉଁଠି ରହିବେ ତାକୁ ନେଇ ଉଭୟଙ୍କ…

କେଉଁଠି ରହିବେ ତପସ୍ୱିନୀ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ

ବ୍ରହ୍ମପୁର (କେନ୍ଯୁଜ୍): କେବେ ସରିବ ବ୍ରହ୍ମପୁର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ । କେଉଁଠି ରହିବେ ତପସ୍ୱିନୀ ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ଏଥିପାଇଁ ଉଭୟ ପରିବାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।…