ଘରେ ବନାନ୍ତୁ ସୁଆଦିଆ ଖଟା ମିଠା ଢ଼ୋକଲା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
ସାଧାରଣ ଢ଼ୋକଲା ତ ଆପଣମାନେ ନିଶ୍ଚୟ ଖାଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଖଟା ମିଠା ଢ଼ୋକଲା ରେସିପି ନେଇଆସିଛୁ । ତେବେ ଆସନ୍ତୁ କ୍ଲାସିକ୍ ଡ଼ୋକଲାକୁ ଏକ ମିଠା ଏବଂ ଟାଙ୍ଗୀ ମୋଡ଼ ଦେବା । ଏହା ସୁପର ସଫ୍ଟ, ସ୍ପଞ୍ଜୀ ଏବଂ ଏକ ସ୍ୱାଦିଷ୍ଟ ଖାଦ୍ୟ । ଜଳଖିଆ ପାଇଁ କିମ୍ବା ସ୍ନାକ୍ସ…