ତ୍ୱଚା ପାଇଁ ରାମବାଣ ହେଉଛି ଚା’ ପତି, ଏହି ସମସ୍ୟାରୁ ମିଳଥାଏ ମୁକ୍ତି
ଲୋକେ ସାଧାରଣତଃ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଏହାଦ୍ୱାରା ଶରୀରରେ ଫୁର୍ତ୍ତି ଆସିଥାଏ । ହେଲେ ଆପଣ ଜାଣନ୍ତି କି ଚା’ ପତି ଯୋଗୁ ଆପଣ ଗ୍ଲୋଇଂ ସ୍କିନ ପାଇପାରିବେ । ଆପଣଙ୍କ ତ୍ୱଚାକୁ ସୁନ୍ଦର କରିପା ପାଇଁ ଚା’ ପତିର ବ୍ୟବହାର କରିପାରିବେ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି…