Below header
Browsing Tag

tea

କଣ ଆପଣ ମଧ୍ୟ ଚା’ ର ଦିୱାନା, ତାହେଲେ ଏହି ଖବର ଆପଣଙ୍କୁ କରିଦେବ ଖୁସି

କିଛି ଲୋକ ଚା କୁ ନିଜ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ମାନୁଥିବା ବେଳେ କିଛି ଲୋକ ଏହାକୁ ସ୍ୱାସ୍ଥ୍ୟପାଇଁ ବହୁତ ଭଲ ବୋଲି ଭାବିଥାନ୍ତି । ଏହା ବ୍ୟତୀତ କିଛି ଲୋକ ଅଛନ୍ତି ଯେଉଁମାନେ ଚା ବିନା ବଂଚିପାରନ୍ତି ନାହିଁ । ଯଦି ଆପଣ ମଧ୍ୟ ଚା' ର ସଉକିନ ଅଟନ୍ତି ତାହେଲେ ଏହି ଖବର ଶୁଣିବା ପରେ ଆପଣ…

ବର୍ଷାଦିନେ ପିଅନ୍ତୁ ସଜନା ପତ୍ରର ଚା, ମିଳିବ ଏହି ସବୁ ଫାଇଦା

ଓଡିଆ ଘରର ଖାଦ୍ୟରେ ସଜନା ଶାଗର ସ୍ଥାନ ଏକ ସ୍ବତନ୍ତ୍ର କାରଣ ଏହା ଖାଇବାକୁ ଯେତିକି ରୁଚିକର ସେତିକ ସ୍ବାସ୍ଥ୍ୟପ୍ରତି ହିତକର ହୋଇଥାଏ।  କିନ୍ତୁ ଏହି ସଜନା ଶାଗର ଚା ଯେ ଆମ ଶରୀର ପାଇଁ ଅନେକ ଲାଭଦାୟକ ଏକଥା ଅନେକଙ୍କୁ ଜଣା ନଥିବ।  ଏହି ସଜନା ଶାଗ ଚାରେ ଏଭଳି ଔଷଧୀୟ ଗୁଣ ରହିଛି ଯାହାକି…

ସକାଳୁ ପିଅନ୍ତୁ ହଳଦୀ ଚା , ଅନେକ ରୋଗକୁ କରିବ ଛୁମନ୍ତର୍

ସାଧାରଣତଃ ସମସ୍ତେ ଚା ପିଇ ଦିନର ଆରମ୍ଭ କରିବାକୁ ପସନ୍ଦ କରିଥାନ୍ତି। ଗୋଟିଏ କପ୍ ଚା ଆପଣଙ୍କୁ ସତେଜ ଏବଂ ଉତଫୁଲ୍ଲିତ ଅନୁଭବ କରାଇଥାଏ । ଯଦି ଚା ପିଇବା ସହ କିଛି ସ୍ବାସ୍ଥ୍ୟାଗତ ଲାଭ ଆପଣଙ୍କୁ ମିଳିଯାଏ ତାହାଲେ କଣ କହିବେ। । ଆଜ୍ଞା ହଁ, ଚା ରେ ରହିଥିବା ଆଣ୍ଟି-ଅକ୍ସିଡ଼େଣ୍ଟ ଗୁଣ ଶରୀରରେ…

୩୩ ବର୍ଷ କେବଳ ଚା ପିଇ ଜୀବିତ ଅଛନ୍ତି ‘ଚା ବାଲା ଚାଚୀ’ , ଡାକ୍ତର ଆଶ୍ଚର୍ଯ୍ୟ

ଚା ର ଚୁସ୍କି ନେବା ପ୍ରାୟ ସବୁ ମଣିଷଙ୍କ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ। କିନ୍ତୁ କଣ ଆପଣ ପୂରା ଦିନ କେବଳ ଚା ର ଗୋଟିଏ ଚୁସ୍କିର ବଞ୍ଚିପାରେ ? ବୋଧେ ନୂହଁ ଏବଂ ଏମିତି ହେବା ସମ୍ଭବ ମଧ୍ୟ ନୁହେଁ। କାହିଁକି ନା ଆମ ଶରୀରକୁ ପୋଷକ ତତ୍ତ୍ବର ଆବଶ୍ୟକତା ହୋଇଥାଏ ଯାହା ଚା ଦ୍ବାରା ପୂରା…

ଚା’ ସହ ଭୁଲରେ ମଧ୍ୟ ସେବନ କରନ୍ତୁ ନାହିଁ ଏହି ଜିନିଷ, ହୋଇପାରେ କ୍ଯାନ୍ସର

ଭାରତରେ ପ୍ରାୟ ସମସ୍ତ ବ୍ଯକ୍ତଙ୍କ ଜୀବନର ଏକ ଅଂଶ ପାଲିଟିଛି ଚା। କିଛି ବ୍ଯକ୍ତି ଦିନର ଆରମ୍ଭ ଚା ସହ କରିଥିବା ବେଳେ ଆଉ କିଛି ଦିନରେ ଅନେକ ଥର ଚା ପିଇଥାନ୍ତି। ଆପଣ ଜାଣିଥିବେ ଅଧିକ ଚା ସେବନ ଶରୀର ପାଇଁ ହାନିକାରକ। କିନ୍ତୁ ଆଜି ଆମେ ଚା ସହ କଣ ସେବନ ଶରୀର ପାଇଁ କ୍ଷତିକାରକ ତାହା ବିଷୟରେ…

ଯଦି ଆପଣଙ୍କର ଚା ପିଇବା ଅଭ୍ଯାସ ରହିଛି, ଜାଣି ରଖନ୍ତୁ ଏହି କଥା

ଦୁନିଆରେ ପ୍ରାୟ ସମସ୍ତଙ୍କ ମନ ପସନ୍ଦ ରହିଥାଏ ଚା। ଖାସ କରି ଭାରତରେ ଦିନର ଆରମ୍ଭ ଚା ଦ୍ବାରା ହିଁ ହୋଇଥାଏ। ତେବେ ଏହା ଶରୀରକୁ ଲାଭ ତ ଦୂରର କଥା ବହୁମାତ୍ରାରେ କ୍ଷତି ପହଞ୍ଚାଇ ଥାଏ। ଆସନ୍ତୁ ଜାଣିବା ଚା ପିଇବା ଦ୍ବାରା କଣ ହୋଇଥାଏ ଶରୀରକୁ କ୍ଷତି। ଦିନକୁ ଅତ୍ଯଧିକ ଥର ଚା ପିଇବା…

ଗ୍ରାହକଙ୍କୁ ଅନାଦି ଭାଇଙ୍କ ଦାଗିଦ୍ : “ବିନା ହେଲମେଟରେ ଚା’ ନାହିଁ “

ରାଜ୍ୟରେ ସଡକ ଦୁର୍ଘଟଣା ଏକ ଭୟଙ୍କର ରୁପ ଗ୍ରହଣ କରିଛି। ନିତିଦିନ ଦୁର୍ଘଟଣା ଖବର ଆସିବା ଏକ ସାଧାରଣ କଥା ପାଲଟିଗଳାଣି। ତେବେ ସବୁଠାରୁ ଅଧିକ ଖରାପ ଅବସ୍ଥା ରହିଛି କେନ୍ଦୁଝର ଜିଲ୍ଲାର। ଇତି ମଧ୍ୟରେ ୨୩୦ ପାର ହୋଇ ସାରିଲାଣି ସଡକ ଦୂର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଏଥିପାଇଁ ବିଭିନ୍ନ…