Browsing Tag

teacher

ଗୁରୁ ପୂର୍ଣ୍ଣିମାରେ ଗୁରୁ ଅଟକ

କେନ୍ଦ୍ରାପଡ଼ା : ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କୁ ଅଟକ ରଖିଲେ ଲୋକ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ସାନମାଣତିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା । ପୂର୍ବରୁ ଥିବା କୌଣସି ବିବାଦକୁ କେନ୍ଦ୍ର କରି ଅଟକ ରଖାଯାଇଥିବା ସୂଚନା ରହିଛି । ତେବେ…

ଶିକ୍ଷକ ସାଜିଲେ ଡ୍ରାଇଭର୍ : ପିଲାଙ୍କ ପାଇଁ ଚଳାଇଲେ ବସ୍

କର୍ଣ୍ଣାଟକ :  ଶିକ୍ଷକ ସାଜିଲେ ଡ୍ରାଇଭର୍ । ପିଲାଙ୍କ ପାଇଁ ଚଳାଇଲେ ବସ୍ । କେବଳ ସେତିକି ନୁହେଁ ସ୍କୁଲ୍ ପିଲାଙ୍କ ପାଇଁ ଏହି ବସ୍ ସେ ନିଜ ଅର୍ଥରେ ହିଁ କିଣିଛନ୍ତି । ଘଟଣାଟି ଘଟିଛି କର୍ଣ୍ଣାଟକର ଉଦୁପି ଜିଲ୍ଲାରେ । ସୂଚନା ଅନୁସାରେ, ଯିବା ଆସିବାରେ ଅସୁବିଧା ହେଉଥିବାରୁ ବ୍ରହମାବର…

ନଦୀରେ ପଶି ସ୍କୁଲରେ ପହଞ୍ଚିଲେ ଶିକ୍ଷକ

ପାଣି ଭିତରେ ପଶି ପାଠ ପଢ଼ାଇବାକୁ ଆସିଲେ ଶିକ୍ଷକ। ଏହି ଆଦର୍ଶ ଶିକ୍ଷକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସାନଗୁନୁଡ଼ାର ସମ୍ବଲ କୁମାର ଗଣ୍ଡ। ସେ ପ୍ରତିଦିନ ଡଙ୍ଗାରେ ଭାସ୍କେଲ ନଦୀ ପାର ହୋଇ ସ୍କୁଲ ଯାଇଥାନ୍ତି।ଗତ ଶନିବାର ନଦୀକୂଳକୁ ଆସିବାବେଳେ ଡଙ୍ଗା ନଥିଲା। ଲଗାଣ ବର୍ଷାରେ…

ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ କୋଚିଂ ସେଣ୍ଟର ମାଲିକ

ନୟାଗଡ: ଦରମା ମାଗିବାରୁ କୋଚିଂ ସେଣ୍ଟର ମାଲିକଙ୍କ ଦାଦାଗିରି। ଶିକ୍ଷକ ବେକରେ ଜୋତା ମାଳ ପକାଇ ଗଛରେ ବାନ୍ଧି ନିସ୍ତୁକ ମାଡ଼। ଏହା ପରେ ସୋସିଆଲ ମିଡିଆରେ ଭାଇରାଲ କଲେ ଭିଡିଓ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଫତେଗଡ଼ ଥାନା କରବର ଗାଁରେ। କଣ୍ଟିଲୋରେ ଥିବା ସତ୍ୟସାଇ କୋଚିଂ…