Browsing Tag

temperature has increased

ରାଜ୍ୟରେ କମିଛି ବର୍ଷା : ଟାଇଁ ଟାଇଁ ହେଉଛି ଖରା, ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଦୁର୍ବଳ ପଡ଼ିଛି ମୌସୁମୀ ପ୍ରବାହ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ମାତ୍ରା କମିଛି । ସାମାନ୍ୟ ବଢ଼ିଛି ତାପମାତ୍ରା । ଆଜି ସକାଳ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଟାଇଁ ଟାଇଁ ଖରା ହେଉଛି । ପାରଦ ସାମାନ୍ୟ ବଢିଥିଲେ ବି ବାହାରକୁ ବାହାରିଲେ ଜଳି…