ଢିଙ୍କିଆରେ ପୋଲିସର ଲାଠିଚାଳନା ପ୍ରସଙ୍ଗ: ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ
ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଲୋକଙ୍କ ଉପରେ ପୋଲିସର ଲାଠିଚାଳନା ଘଟଣା ପ୍ରସଙ୍ଗରେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ପୋଲିସର ବର୍ବୋରଚିତ ଲାଠିଚାଳନାକୁ ରାଜ୍ୟ ସରକାର ଅସ୍ୱୀକାର କରିଛନ୍ତି । ଢିଙ୍କିଆରେ ଜେଏସଡବ୍ଲ୍ଯୁ…