Browsing Tag

terrorists killed

ପୁଣି ଜମ୍ମୁକଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର: ପୁଣି ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ତିନି ଆତଙ୍କବାଦୀ । ଜମ୍ମୁକଶ୍ମୀର ସୋପିଆନ୍‌ ତୁରକାବନଗାମ୍‌ ଅଞ୍ଚଳରେ ଏନ୍‌କାଉଣ୍ଟର ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହି ଅଞ୍ଚଳରେ…

ସୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର(କେନ୍ଯୁଜ୍): ଜମ୍ମୁ ଓ କଶ୍ମୀରର ସୋପିଆନ୍ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ମୁତାବକ ସୋପିଆନ୍‌ ପିଞ୍ଜୋରା ଅଞ୍ଚଳରେ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଓ ଜାମ୍ମୁ କାଶ୍ମୀର ପୋଲିସ।  ସ୍ଥାନୀୟ ଗାଁରେ ଆତଙ୍କବାଦୀ…

ଜମ୍ମୁ ଓ କଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ଦିନ ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀରର ସୋପିଆନ ଜିଲ୍ଲାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗହନ୍ଦ ଗାଁର ଏକ ବଗିଚା ଅଞ୍ଚଳରେ ସ୍ୱଳ୍ପ ସମୟ ଧରି ଗୁଳି ବିନିମୟ ହେବା ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନେଇ ଜଣେ ସରକାରୀ…

ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା, ଏନକାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର(କେନ୍ଯୁଜ୍) : ଜମ୍ମୁ କଶ୍ମୀରର ବଡ଼ ଗାମରେ ଆଜି ସକାଳୁ ପୁଣି ଆତଙ୍କବାଦୀ ସୁରକ୍ଷାବାହିନୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀ ସଂପର୍କରେ ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟରରେ ୨ ଜଣ ପାକିସ୍ତାନୀ…

ଅନୁପ୍ରବେଶ ଉଦ୍ଯମ ପଣ୍ଡ : ଯବାନଙ୍କ ଗୁଳିରେ ଟଳିପଡିଲେ ୬ ଆତଙ୍କବାଦୀ

ଶ୍ରୀନଗର : ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ଯମ ପଣ୍ଡ । ଜମ୍ମୁ- କଶ୍ମୀର କୁପୱଡାର କେରାନ୍ ସେକ୍ଟରରେ ଅନୁପ୍ରବେଶ ଉଦ୍ଯମ କରୁଥିବା ବେଳେ ବିଏସ୍‌ଏଫ୍ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୬ ଆତଙ୍କୀ । ତେବେ ଗତ କିଛି ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ଅନୁପ୍ରବେଶ ଉଦ୍ୟମ ବୋଲି କହିଛି…