Browsing Tag

thakara instrument

ଜାଣିଛନ୍ତି କି ଠକରା ବାଦ୍ୟ କଣ? ଯାହାକୁ ବଜାଇ ଏବେ ଚର୍ଚ୍ଚାରେ ଜଣେ ନବମ ଶ୍ରେଣୀ ଛାତ୍ର

ନୟାଗଡ(କେନ୍ଯୁଜ୍) : ବିଲୁପ୍ତ ପ୍ରାୟ ଠକରା ବାଦ୍ୟ । ଯେଉଁ ବାଦ୍ୟକୁ ବଜାଇ ଚର୍ଚ୍ଚାରେ ଜଣେ ନବମ ଶ୍ରେଣୀ ଛାତ୍ର । ପୁରାତନ ସ୍ବଦେଶୀ ଜ୍ଞାନ କୌଶଳରେ ର୍ନିମିତ ଠକରା ବାଦ୍ୟ ଏବେ ହଜିଯିବାକୁ ବସିଥିବ ବେଳେ, ଏଭଳି ଏକ କଳାକୁ ବଞ୍ଚାଇ ରଖିଛନ୍ତି ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଗୋଡିପଲି ଗ୍ରାମରେ…