Browsing Tag

the fear of corona

କରୋନା ଭୟରେ କଫିନ୍‌ରେ ଦିନ କାଟୁଛନ୍ତି ଏହି ଦେଶର ଲୋକ, କରୁଛନ୍ତି ଅଜବ କାମ

କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଜାରି ରଖିଛି। ଟୀକା ବାହାରିସାରିଥିବା କୁହାଯାଉଥିଲେ ମଧ୍ୟ ଲୋକଙ୍କ ପାଖରେ ଏବେ ଯାଏଁ ତାହା ପହଞ୍ଚିପାରିନାହିଁ। ଏଣୁ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ସଂକ୍ରମଣ ଯେତିକି ବଢ଼ୁଛି ଲୋକଙ୍କ ମଧ୍ୟରେ ସେନେଇ ଡର ମଧ୍ୟ ସେତିକି…

କରୋନାକୁ ନେଇ ଭୟଭୀତ ଥିବା ମହିଳା କଲେ ଏଭଳି କାମ, ଯାହା ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କରୋନା ଭାଇରସ୍ ଲୋକମାନଙ୍କ ଭିତରେ ଏକ ଏପରି ଭୟ ସୃଷ୍ଟି କରିଛି ଯେ ଏବେ ପ୍ରତ୍ୟେକ ଜିନିଷରେ କରୋନା ହିଁ ଦେଖାଯାଉଛି । କେବଳ ସୋସିଆଲ ଡିଷ୍ଟାନ୍ସିଂ ନୂହେଁ ବରଂ ଆମକୁ ଏବେ ଖାଇବା ପିଇବାଠୁ ନେଇ ସମସ୍ତ ଜରୁରୀ ଜିନିଷରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ତେବେ ଏହି…