Below header
Browsing Tag

threatening

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇଦେବାକୁ ଧମକ! ମଧ୍ୟ ପ୍ରଦେଶରେ ପ୍ରବେଶ ପୂର୍ବରୁ ଇନ୍ଦୋରରେ…

‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟ ପ୍ରଦେଶ ଆସିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନାମରେ ଧମକପୂର୍ଣ୍ଣ ଚିଠି ମିଳିଛି, ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଚିଠିରେ କଂଗ୍ରେସ ନେତାଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଭାୟନାଡରୁ…

ବିରାଟ-ଅନୁଷ୍କାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ହାଇଦ୍ରାବାଦରୁ ଗିରଫ, ଅଭିଯୁକ୍ତ ସଫ୍ଟୱେୟାର ଇଞ୍ଜିନିୟର

ଭାରତୀୟ କ୍ରିକେଟ ଟିମ୍‌ର ମହାନ ଖେଳାଳି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସ ହାତରେ ଧରା ପଡ଼ିଛି। ମୁମ୍ବାଇ ପୋଲିସର ସାଇବର ସେଲ୍‌ ତାଙ୍କୁ ହ୍ରାଇଦାବାଦରୁ ଗିରଫ କରିଛି। ଏବେ ପୋଲିସ ଟିମ୍‌ ଅଭିଯୁକ୍ତଙ୍କୁ ଧରି ମୁମ୍ବାଇ ଫେରୁଛି।…

କ୍ୟାପିଟାଲ ହସପିଟାଲ ଛାତରୁ ଡେଇଁ ପଡ଼ିବାକୁ ଯୁବକଙ୍କ ଧମକ, କାହିଁକି ଏମିତି କଲେ ଜାଣନ୍ତୁ

ଭୁବନେଶ୍ଵର (କେନ୍ୟୁଜ୍) : ଛାତ ଉପରେ ପୂରା ଧାରରେ ଠିଆ ହୋଇଛନ୍ତି ଯୁବକ ଜଣକ । ଧମକ ଦେଉଛନ୍ତି ଛାତରୁ ଡେଇଁ ପଡ଼ିବେ । ଟିକେ ଦୂରରେ ଠିଆ ହୋଇ ଆଉ ଜଣେ ତାଙ୍କୁ ବାରଣ କରୁଛନ୍ତି । ବୁଝାଉଛନ୍ତି । ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ । ତଳେ ଠିଆ…