Below header
Browsing Tag

three died

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ବାପା, ମା ଏବଂ ପୁଅ ମୃତ

ଝାରସୁଗୁଡା : ପିପିଲିମାଲଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌ ଧକ୍କାରେ ବାପା, ମା ଏବଂ ପୁଅ ଘଟଣାସ୍ଥଳରେ ମୃତ । ସୂଚନା ଅନୁସାରେ, ସ୍ଥାନୀୟ କୁଡାଲୋଇ ଗାଁର ବିଶିକେଶନ କାଲୋ ନିଜ ପୁଅର ବିବାହ ପାଇଁ ଜିନିଷ କିଣି ଘରକୁ ଫେରୁଥିବା ବେଳେ ଏକ କୋଇଲା ମାଲବାହୀ ଟ୍ରକ୍‌ ଧକ୍କା ଦେଇଥିଲା ।…