Below header
Browsing Tag

tiger killed

ଘର ବାରଣ୍ଡାରୁ ୮ବର୍ଷର ଶିଶୁକୁ ଝାମ୍ପିନେଲା କଲରାପତରିଆ

କେନ୍ୟୁଜ୍(ବ୍ୟୁରୋ):ଶିଶୁକୁ ଟାଣିନେଲା ବାଘ। ଘର ବାରଣ୍ଡାରୁ ୮ବର୍ଷର ଶିଶୁକୁ ଝାମ୍ପିନେଲା କଲରାପତରିଆ। ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର କଟିଙ୍ଗପାଣି ଗାଁର ଗୋଧସପଡାରେ ଅଭାବନୀୟ ଘଟଣା । ସନ୍ଧ୍ୟାରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ହୁମନ ମାଝିଙ୍କ ୮ବର୍ଷର ପୁଅ ଡମ୍ବରୁଧରକୁ ଟାଣି…