Below header
Browsing Tag

tigers rescued in odisha

ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା : ପୂର୍ବରୁ ୨୦ ଥିଲେ, ଏବେ ୩୦ରୁ ଅଧିକ ଅଛନ୍ତି

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ବଢ଼ିଛି ବାଘ ସଂଖ୍ୟା । ପୂର୍ବରୁ ୨୦ ଥିଲେ, ଏବେ ୩୦ରୁ ଅଧିକ ବାଘ ଅଛନ୍ତି । ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଗଣନା ରିପୋର୍ଟ । ୨୦୨୧-୨୨ ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ୨୦ଟି ବାଘ ଥିବା…

କୁୁଚିଣ୍ଡା କେଶାଇବାହାଲ ଅଞ୍ଚଳରୁ ଆହତ ହେଟା ବାଘ ଉଦ୍ଧାର, ଅଜଣା ଗାଡି ଧକ୍କାରେ ଭାଙ୍ଗିଯାଇଛି ଗୋଡ

କୁୁଚିଣ୍ଡା : କୁୁଚିଣ୍ଡା ଉପଖଣ୍ଡ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କେଶାଇବାହାଲ ଅଞ୍ଚଳରୁ ବାଘକୁ ଉଦ୍ଧାର କରିଛି ବନ ବିଭାଗ । ଚିକିତ୍ସା ପରେ ବାଘର ଅବସ୍ଥା ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ବାଘର ପଛପଟ ବାମ ଗୋଡ ଭାଙ୍ଗି ଯାଇଛି । ଅଜଣା ଗାଡି ଧକ୍କାରେ ହେଟା ବାଘଟି ଆହତ ହୋଇଥିବା…