Browsing Tag

Tight security for repolling

ଯାଜପୁର ଜିଲ୍ଲାର ୯ଟି ବୁଥ୍‌ରେ ସାନି ମତଦାନ ପୂର୍ବରୁ ପୋଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ

ଯାଜପୁର ଟାଉନ (କେ ନ୍ୟୁଜ) : ଆସନ୍ତା ୧୯ ତାରିଖ ଦିନ ଯାଜପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ସାନି ମତଦାନ କରାଯିବ । ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ସବୁ ବୁଥ୍‌ ଅଞ୍ଚଳରେ ପୋଲିସ୍‌ ଫ୍ଲାଗ୍‌ ମାର୍ଚ୍ଚ । କରିଛି । ଗତ ଏପ୍ରିଲ ୨୯ ତାରିଖରେ…