Browsing Tag

Tigress Priyanka died

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ

ଭୁବନେଶ୍ବର(କେନ୍ୟୁଜ୍): ଆଖି ବୁଜିଲା ପ୍ରିୟଙ୍କା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ହୋଇଛି । ମୃତ ବାଘୁଣୀ ପ୍ରୀୟଙ୍କାର ବୟସ ୧୯ ବର୍ଷ ୫ ମାସ । ବୟସାଧିକ ଯୋଗୁ ବାଘୁଣୀର ମୃତ୍ୟୁ ହୋଇଛି । ଗତ ୨ ବର୍ଷ ହେବ ପ୍ରିୟଙ୍କାର ଚିକିତ୍ସା ହେଉଥିଲା ।