Below header
Browsing Tag

tirtol by-elections

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ କିଏ ମାରିବ ବାଜି? ଆରମ୍ଭ ହୋଇ ଯାଇଛି ଭୋଟ ଗଣତି

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ କିଏ ମାରିବ ବାଜି ? ଗଣତି ଉପରେ ରହିଛି ସମସ୍ତଙ୍କ ନଜର । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସବୁ ଗଣତି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । EVMରେ ସିଲ୍‌ ହୋଇ ରହିଛି ୧୫ ପ୍ରାର୍ଥୀଙ୍କ ଭାଗ୍ୟ ।…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି, ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରାର୍ଥୀ ପ୍ରସ୍ତୁତ, ମୈଦାନ ପ୍ରସ୍ତୁତ। ଗତକାଲି ନାମାଙ୍କନ ଦାଖଲ ଶେଷ ପରେ ଜମିବ ଜୋରଦାର ପ୍ରଚାର। ଉଭୟ ବିଜେଡି ଓ ବିଜେପି ଜାରି କରିଛନ୍ତି, ନିଜର ଷ୍ଟାର କ୍ୟାମ୍ପେନର ତାଲିକା। କୋଭିଡ୍‌…