ପୁଣି ତିରୁପତି ମନ୍ଦିରରେ ଲାଗିଲା ନିଆଁ, ସଟ୍ ସର୍କିଟ ଯୋଗୁଁ ହୋଇଥିବା ସୂଚନା
ତିରୁପତି ମନ୍ଦିରରେ ପୁଣି ଅଘଟଣ । ସୋମବାର ତିରୁପତି ତିରୁମାଳା ଦେବସ୍ଥାନମ ମନ୍ଦିରରେ ଥିବା ଲଡୁ ବିତରଣ କାଉଣ୍ଟର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ସେଠାରେ ଥିବା ଭକ୍ତମାନେ ଭୟଭୀତ ହୋଇ ଦୌଡିଥିଲେ । ତେବେ କମ୍ପ୍ୟୁଟର ସେଟଅପ୍ ସହିତ ଜଡିତ ୟୁପିଏସ ସର୍ଟସର୍କିଟ ଯୋଗୁଁ…