ବୁଡ଼ିବାର ୬ ଦିନ ପରେ ମିଳିଲା ‘Titan’ର ଭଗ୍ନାବଶେଷ, ଖଣ୍ଡ ଖଣ୍ଡ ଅଂଶରେ ମିଳିଛି ମାନବ ଦେହାବଶେଷ!
ଦୁର୍ଘଟଣାର ୬ ଦିନ ପରେ ମିଳିଛି ‘ଟାଇଟନ’ ବୁଡ଼ାଜାହାଜର ଭଗ୍ନାବଶେଷ। ଆଉ ଏଥିରୁ ମିଳିଛି ମଣିଷର ଦେହାବଶେଷ। ମଣିଷର ଏହି ମାଂସ, ହାଡ଼ ବୁଡ଼ାଜାହାଜରେ ପ୍ରାଣ ହରାଇଥିବା ଯାତ୍ରୀଙ୍କର ବୋଲି ଅନୁମାନ କରାଯାଉଛି। ଆଟଲାଣ୍ଟିକ ମହାସାଗରରେ ବୁଡ଼ି ରହିଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ…