Below header
Browsing Tag

titli

ତିତିଲିକୁ ପୂରିଲା ଏକ ବର୍ଷ, ଏବେବି କରାଳ ରୂପକୁ ଭୁଲି ପାରିନାହାନ୍ତି ଗଜପତି ଜିଲ୍ଳାର ଲୋକେ

ଭୁବନେଶ୍ବର(କେନ୍ୟୁଜ୍):   ପ୍ରଳୟଙ୍କାରୀ ବାତ୍ୟା ତିତିଲିକୁ ପୂରିଲା ଏକ ବର୍ଷ । ୨୦୧୮ ମସିହା ଆଜିର ଦିନରେ ତାଣ୍ଡବ ରଚିଥିଲା ତିତିଲି । ଆନ୍ଧ୍ରପ୍ରଦେଶର ପଲାସା ଓ ଗଜପତି ଜିଲ୍ଳାରେ ମହେନ୍ଦ୍ରଗିରି ପର୍ବତାଞ୍ଚଳରେ ତିତଲି ହିଟ କରିଥିଲା । ଫଳରେ ରାୟଗଡ ଓ ଗୋଷାଣୀ ବ୍ଲକର ୨୧ଟି ପଞ୍ଚାୟତରେ…

ବାତ୍ୟା ତିତଲି ମୁକାବିଲା ନେଇ ଓଡ଼ିଶାକୁ ଏନ୍‌ଡିଏମଏର ପ୍ରଶଂସା

ଭୁବନେଶ୍ବର : ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ଅନେକ କ୍ଷୟକ୍ଷତି କଲା ବାତ୍ୟା ତିତ୍‌ଲି । ବହୁ ଧନ ଜୀବନ ହାନୀ ହେଲା । କିନ୍ତୁ ତିତ୍‌ଲି ଯେଉଁ ଭୟଂକର ରୂପ ନେଇଥିଲା ଆହୁରି ଅନେକ କ୍ଷୟକ୍ଷତି ହୋଇଥାନ୍ତା । ହେଲେ ରାଜ୍ୟ ସରକାରଙ୍କ ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ଯୋଗୁ ଅନେକ କ୍ଷୟକ୍ଷତିରୁ…

‘ତିତ୍‌ଲି’ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଡେଡ୍‌ଲାଇନ୍‌ ଭିତରେ କାମ ସାରିବା ପାଇଁ…

ଭୁବନେଶ୍ବର (କେନ୍ୟୁଜ୍) : ଡେଡଲାଇନ୍ ଭିତରେ ଶେଷ କର ତିତଲି ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ପୁନରୁଦ୍ଧାର କାମ । ତିତଲି ପରବର୍ତ୍ତୀ ପୁନଃଉଦ୍ଧାର କାମର ସମୀକ୍ଷା ପରେ ଦାୟିତ୍ୱରେ ଥିବା ବିଭାଗୀୟ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ରାସ୍ତାଘାଟ ମରାମତି, ପାନୀୟ…

ତିତଲି କଲା ଅନାଥ, ସରକାର ନେଲେ ଦାୟିତ୍ବ

ଭୁବନେଶ୍ବର (କେନ୍ଯୁଜ୍) : ବାତ୍ୟା ତିତ୍‌ଲିରେ ବାପା-ମାଆ-ଭଉଣୀ ପରପାରିକୁ ଚାଲିଗଲେ । ଅନାଥ ହୋଇଗଲେ ତିନି ଭାଇ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ବାରଘର ଗାଁରେ ମାଡ଼ି ଅତଡା ଧସିବା ଘଟଣାରେ ତିନି ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ସରକାର । ସୀମାଞ୍ଚଳ ଭୂୟାଁ, ରାମ…

ବଢ଼ିଲା ତିତଲି ମୃତ୍ୟୁ ସଂଖ୍ୟା, ଏବେବି ଚାଲିଛି ତଦନ୍ତ

ଭୁବନେଶ୍ବର (କେନ୍ଯୁଜ୍) : ତିତ୍‌ଲି ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ୧୧ ଜଣଙ୍କ ମୃତ୍ୟୁର କାରଣ ନେଇ ତଦନ୍ତ କରାଯାଉଛି। ଯୋଗାଯୋଗ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲା। ତିତ୍‌ଲି ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି…

ତିତଲିକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ତିତଲି ବାତ୍ୟା ଓ ବନ୍ୟାରେ କ୍ଷୟକ୍ଷତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ ଅନୁସାରେ ୨୭୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।  ଏ ନେଇ କେନ୍ଦ୍ରୀୟ ସହାୟତା ବାବଦକୁ ୨ହଜାର୧୪ କୋଟି…

ପୂଜା ବଜାରକୁ ଫିକା କଲା ତିତ୍‌ଲି , ଲଗାଣ ବର୍ଷାରେ ଧୋଇଯାଇଛି ତୋରଣ

ଭୁବନେଶ୍ବର : ପୂଜା ବଜାରେ ମାନ୍ଦାବସ୍ଥା । ତିତଲିର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ରାଜଧାନୀର ବିଭିନ୍ନ ପୂଜା କମିଟି । ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଁଞ୍ଚିଥିଲା । ଲଗାଣ ବର୍ଷା ପରେ ସବୁକିଛି ଧୋଇ ଛାରଖାର ହୋଇ ଯାଇଛି । ଝାରପଡା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ…

ତିତ୍‌ଲି ପାଇଁ ତିନି ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ

ତିତ୍‌ଲି ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ । ତିନି ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିଟିରେ ସଦସ୍ୟ ଅଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ଏହି କମିଟି ଜରୁରିକାଳୀନ ଭିତ୍ତିରେ…

ତିତଲିର ପ୍ରଭାବ ପରେ ଚାଲିଛି ଉଦ୍ଧାର କାର୍ଯ୍ଯ

ଭୁବନେଶ୍ବର (କେନ୍ଯୁଜ୍) : ରାଜ୍ୟର ତିତଲି ପ୍ରଭାବିତ ଅଞ୍ଚଳରେ ଜୋରସୋର ଚାଲିଛି ଉଦ୍ଧାର କାମ । ରାସ୍ତାରେ ପଡ଼ି ରହିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟକୁ ହଟାଉଛନ୍ତି ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ । ତୁରନ୍ତ ବିଜୁଳି ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ପକ୍ଷରୁ ଦିଆଯାଉଛି ଗୁରୁତ୍ୱ…

ତିତ୍‌ଲି ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ବାତ୍ୟା ତିତ୍‌ଲି ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଭୋରରେ ସ୍ଥଳଭାଗ ଛୁଇଁବ ତିତ୍‌ଲି ।…

ଆସିଗଲା ତିତ୍‌ଲି, ନ ଡ଼ରି ଜାଣନ୍ତୁ କଣ କରିବେ ଏବଂ କଣ କରିବେ ନାହିଁ

ଭୁବନେଶ୍ବର (କେନ୍ଯୁଜ୍) : ମାଡ଼ି ଆସୁଛି ତିତଲି । ବାତ୍ୟା ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ । ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ଓ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ବାତ୍ୟା ସଂପର୍କିତ ଅଯଥା ଖବରକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।  ଯୋଗାଯୋଗ ହୋଇ ପାରୁଥିବା…