Browsing Tag

toddler died

ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ…

ସବୁବେଳେ ଆମେ ବିଦ୍ୟୁତ ଉପକରଣ କିମ୍ବା ତାରକୁ ଠିକ କରିବାରେ ଅବହେଳା କରନ୍ତି। ଏହି ଛୋଟିଆ ଭୁଲ ପାଇଁ ଅନେକ ବଡ ବଡ ଅଘଟଣ ଘଟିଯାଏ। ବଡ ଲୋକ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ପ୍ରାୟ ଏହି ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ଦୁନିଆ ବିଷୟରେ କିଛି ଜାଣିନଥିବା ଛୋଟ ଶିଶୁ ଏହି…