କାଲିଠାରୁ ପର୍ଥ ଟେଷ୍ଟ : କଙ୍ଗାରୁକୁ ନିଜ ମାଟିରେ ମାତ୍ ଦେବାକୁ ବୁମରା ବାହିନୀର ସ୍ପେସାଲ ପ୍ଲାନ୍
ପର୍ଥ : ଆସନ୍ତାକାଲି ଅଷ୍ଟ୍ରେଲିଆର ପର୍ଥରେ ଆରମ୍ଭ ହେବା କଙ୍ଗାରୁ ସହ ବାଘର ଲଢ଼େଇ । ପାଞ୍ଚଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତ ପାଇଁ ଅନେକ ସମସ୍ୟା ରହିଛି । ଯେମିତିକି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ଅଧିନାୟକ ଭାର ସମ୍ଭାଳିବେ । ସେହିପରି କିଛି…