Browsing Tag

tourists drowned

ସମୁଦ୍ରରେ ଗାଧୋଇବା ହେଲା କାଳ ; ଭାସିଗଲେ ତିନି ପର୍ଯ୍ୟଟକ, ୧ ମୃତ ,୨ ଉଦ୍ଧାର

ପୁରୀ (କେନ୍ୟୁଜ): ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ । ସେମାନଙ୍କୁ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସକାଳୁ ଦିଗବାରେଣି ଖଣ୍ଟି ବେଳାଭୂମୀରେ ମିନାକ୍ଷୀଙ୍କ ସହ ତାଙ୍କ…