Browsing Tag

TPSODL

ବାତ୍ୟା ‘ଗୁଲାବ’ ଲାଗି ନିର୍ଦ୍ଦେଶାବଳୀ ଜାରି କଲା TPSODL, ଏହି ସବୁ କାମ କରିବାକୁ କଲା ବାରଣ

ଆସୁଛି ବାତ୍ୟା ଗୁଲାବ। ଆଜି ସକାଳେ ଡିପ୍‌ ଡିପ୍ରେସନ୍‌ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏବେ ତୀବ୍ର ବେଗରେ ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି ଗୁଲାବ। ବାତ୍ୟାର ଏବେ ଘଣ୍ଟା ପ୍ରତି ବେଗ ରହିଛି ୭ କିଲୋମିଟର। ଆଜି ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର…