Browsing Tag

tragic mistake

କାବୁଲ୍‌ ଡ୍ରୋନ୍‌ ଆକ୍ରମଣରେ ୧୦ଜଣ ସାଧାରଣ ନାଗରିକ ନିହତ ହୋଇଥିବା ସ୍ବୀକାର କଲା ଆମେରିକା

କାବୁଲ: ଡ୍ରୋନ୍‌ ଆକ୍ରମଣ ଭୁଲ ଥିଲା । ଭୁଲ ଡ୍ରୋନ୍‌ ଆକ୍ରମଣ କରିଥିବା ମାନିଲା ଆମେରିକା । ଅଗଷ୍ଟ ୨୯ ତାରିଖରେ ଆମେରିକା କାବୁଲରେ ଡ୍ରୋନ୍‌ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ୭ ଶିଶୁ ଥିଲେ । ଭୁଲ ଆକ୍ରମଣ ହୋଇଥିବା ମାନିଲେ ସେଣ୍ଟ୍ରାଲ…