Browsing Tag

trailer

ଦୀର୍ଘ ବର୍ଷ ପରେ ପରଦାକୁ ଫେରୁଛନ୍ତି କମଲ ହାସନ୍‌, ରିଲିଜ୍‌ ହେଲା ‘ବିକ୍ରମ’ର ଦମ୍‌ଦାର ଟ୍ରେଲର

ଦୀର୍ଘ ବର୍ଷ ପରେ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି କମଲ ହାସନ। ୨୦୧୮ ମସିହାରେ ସେ ଶେଷ ଥର ପାଇଁ ଫିଲ୍ମ ‘ବିଶ୍ୱରୂପମ୍‌’ରେ ନଜର ଆସିଥିଲେ। ଏହି ଫିଲ୍ମ ତାମିଲ ବ୍ୟତୀତ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍‌ ହୋଇଥିଲା। ଦୀର୍ଘ ଦିନ ହେଲାଣି ଫ୍ୟାନ୍‌ ତାଙ୍କ ଫିଲ୍ମ ବିକ୍ରମକୁ ଅପେକ୍ଷା କରିଥିଲେ।…

ମୁମ୍ବାଇ ଆତଙ୍କୀ ଆକ୍ରମଣର ହିରୋ ମେଜର ସନ୍ଦୀପଙ୍କ ଶୌର୍ଯ୍ୟର କାହାଣୀ ‘ମେଜର’, ଟ୍ରେଲରରେ ଦେଖିଲେ ଲୁହ ରୋକିପାରିବେନି;…

ସାଉଥ୍‌ ଅଭିନେତା ଆଦିବୀ ଶେଷଙ୍କ ଫିଲ୍ମ ‘ମେଜର’ର ଲୋମଟାଙ୍କୁରା ଟ୍ରେଲର ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କୀ ଆକ୍ରମଣ ଉପରେ ଆଧାରିତ ଏହି ଫିଲ୍ମରେ ଆଦିବୀ ଶେଷ ସହିଦ ଆର୍ମି ଅଫିସର ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ୍‌ଙ୍କ ଭୂମିକାରେ ଅଭିନୟ…

ସାମ୍ନାକୁ ଆସିଲା ‘ଅବତାର ୨’ର ଧମାକାଦାର ଟିଜର, ସିନ୍‌ ଦେଖିଲେ ହଟିବନି ନଜର; ଦେଖନ୍ତୁ ଟ୍ରେଲର

ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ହଲିଉଡ୍‌ ଫିଲ୍ମ ‘ଅବତାର ୨: ଦ ୱେ ଅଫ୍‌ ଓ୍ଵାଟର’ର ଧମାକାଦାର ଟିଜର। ସୋମବାର ଦିନ ହଲିଉଡ୍‌ ନିର୍ଦ୍ଦେଶକ ଜେମ୍ସ କେମରୁନ୍‌ ଏହାର ଟିଜର ଜାରି କରିଛନ୍ତି। ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଅବତାର ଫ୍ରାଞ୍ଚାଇଜ୍‌ର ଦ୍ୱିତୀୟ ପାର୍ଟ ଦର୍ଶକଙ୍କ ସାମ୍ନାକୁ…

KGF ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର! ମାର୍ଚ୍ଚ ୨୭ରେ ଲଞ୍ଚ୍‌ ହେବ ୟଶଙ୍କ କେଜିଏଫ୍‌-୨ର ଦମ୍‌ଦାର ଟ୍ରେଲର

୨୦୧୮ରେ ରିଲିଜ୍‌ ହୋଇଥିବା କନ୍ନଡ଼ ଫିଲ୍ମ କେଜିଏଫ୍‌: ଚାପ୍ଟର ୧ର ଅଭୁତପୂର୍ବ ସଫଳତା ପରେ ଦଶକ ଏହାର ଦ୍ୱିତୀୟ ପାର୍ଟ ଦେଖିବାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ଫିଲ୍ମର ଏକାଧିକ ପୋଷ୍ଟର ବି ରିଲିଜ୍‌ ହୋଇଛି। ଏବେ ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମର…

ଆସିଲା ହୀନାଙ୍କ ‘ଲାଇନ୍ସ’ ଫିଲ୍ମର ଟ୍ରେଲର

ଟିଭିର ସାଦାସିଧା ବୋହୂ ହୀନା ଖାନ ଏବେ ଷ୍ଟାଇଲିଶ ହୋଇଗଲେଣି। ଫ୍ୟାନ୍ସ ତାଙ୍କ ଷ୍ଟାଇଲ ଓ ଲୁକ୍ସର ଦୀୱାନା ହୋଇଛନ୍ତି। ଖୁବଶୀଘ୍ର ହୀନାଙ୍କ ନୂଆ ସିନେମା ‘ଲାଇନ୍ସ’ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଛି। ହୀନା ଏହି ଫିଲ୍ମ ସହିତ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ…

ରାୟଗଡ଼ା: ବ୍ରେକ ଫେଲ୍‌ ହୋଇ ରେଳ ଲାଇନ୍‌ ଉପରକୁ ମାଡି ଆସିଲା ଟ୍ରଲର, ମୁନିଗୁଡ଼ା-ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ଠପ୍

ରାୟଗଡ଼ା(କେନ୍ୟୁଜ୍): ଟ୍ରେନ୍‌ ଟ୍ରାକରେ ଫଶିଲା ଟ୍ରଲର। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ମୁଖ୍ୟ ରେଳ ଫାଟକ ନିକଟରେ ଆଜି ଏକ ଟ୍ରଲରର ବ୍ରେକ ଫେଲ୍‌ ହୋଇ ରେଳ ଲାଇନ୍‌ ଉପରକୁ ମାଡି ଆସିଥିଲା। ରେଳ ଧାରଣା ମଝିରେ ଫଶିଯାଇଥିଲା ଟ୍ରେଲରର ଚକା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର…

‘ବଟଲା ହାଉସ’ର ଟ୍ରେଲର ହେଲା ରିଲିଜ୍, ଦେଖିବାକୁ ମିଳିଛି ଜନଙ୍କ ଦମଦାର ଲୁକ

ମୁମ୍ବାଇ : ବଲିଉଡ଼ ଅଭିନେତା ଜନ୍ ଆବ୍ରାହିମଙ୍କ ଆଗାମୀ ଚଳଚ୍ଚିତ୍ର ବାଟଲା ହାଉସର ଟ୍ରେଲର ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମରେ ଜନଙ୍କ ସହ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ମ୍ରୁଣାଲ ଠାକୁର ନଜର ଆସିଛନ୍ତି। ଏହି ଫିଲ୍ମର କାହାଣୀ ରାଜଧାନୀ ଦିଲ୍ଲୀରେ ୨୦୦୮ମସିହାରେ ଘଟିଥିବା ସିଲସିଲେବାର ବୋମା…

‘କବିର ସିଂ’ର ଟ୍ରେଲର ହେଲା ଆଉଟ୍, ଭଲପାଇବା ପଛରେ ଜୀବନ ବାଜି ଲଗାଉଛନ୍ତି ସାହିଦ୍

ମୁମ୍ବାଇ : ଖୁବ ଦିନ ହେବ ଚର୍ଚ୍ଚା ହେଉଥିବା ସାହିଦ କପୁରଙ୍କ ‘କବିର ସିଂ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଫିଲ୍ମରେ ମୁଖ୍ୟ କଳାକାର ଭାବେ ସାହିଦ କପୁର ଏବଂ କିଆରାଙ୍କୁ ଦେଖିବାକୁ ମିଳିଛି। ଟ୍ରେଲରରେ ସାହିଦଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। କବିର ସିଂ ଫିଲ୍ମଟି ସାଉଥ ଫିଲ୍ମ…

ଅଜୟଙ୍କୁ ମଳିଳା ଜନ୍ମ ଦିନ ଉପହାର, ରିଲିଜ୍ ହେଲା ‘ଦେ ଦେ ପ୍ୟାର ଦେ’ ର ଟ୍ରେଲର

ମୁମ୍ବାଇ : କିଛି ଦିନ ପୂର୍ବେ ‘ଦେ ଦେ ପ୍ୟାର ଦେ’ ଫିଲ୍ମର ଏକ ପୋଷ୍ଟର ରିଲିଜ୍ ହୋଇଥିଲା। ଏଥିରେ ଅଜୟ ଦୁଇଟି କାରରେ ବାଲାନ୍ସ କରି ଠିଆ ହେବାର ନଜର ଆସିଥିଲେ। ଏହି ଫିଲ୍ମରେ ପୁଣିଥରେ ଅଜୟଙ୍କ କମେଡି ରୋଲ ଦେଖିବାକୁ ମିଳିବ କୁହାଯାଉଥିବା ବେଳେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ରିଲିଜ୍ ହୋଇଛି…