‘କବିର ସିଂ’ର ଟ୍ରେଲର ହେଲା ଆଉଟ୍, ଭଲପାଇବା ପଛରେ ଜୀବନ ବାଜି ଲଗାଉଛନ୍ତି ସାହିଦ୍

ମୁମ୍ବାଇ : ଖୁବ ଦିନ ହେବ ଚର୍ଚ୍ଚା ହେଉଥିବା ସାହିଦ କପୁରଙ୍କ ‘କବିର ସିଂ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଫିଲ୍ମରେ ମୁଖ୍ୟ କଳାକାର ଭାବେ ସାହିଦ କପୁର ଏବଂ କିଆରାଙ୍କୁ ଦେଖିବାକୁ ମିଳିଛି। ଟ୍ରେଲରରେ ସାହିଦଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି।

କବିର ସିଂ ଫିଲ୍ମଟି ସାଉଥ ଫିଲ୍ମ ‘ଅର୍ଜୁନ ରେଡି’ର ରିମେକ ଅଟେ। ଏଥିରେ ସାହିଦ ଏକ ମେଡିକାଲ କଲେଜର ପ୍ରଫେସର ଭାବେ ନଜର ଆସିଥିବା ବେଳେ କିଆରା ତାଙ୍କ ଛାତ୍ରୀ ଭାବେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.