Browsing Tag

transformer-looted

ରାତିରୁ ବିଜୁଳି ଗାଏବ, ଗାଁରୁ ଟ୍ରାନସଫର୍ମର ଉଭାନ୍‌

କଣ୍ଟାମାଳ (କେନ୍ୟୁଜ୍‌) : ରାତିରେ ଲୋକେ ଶୋଇଥିଲେ । ଏ ଗରମ ଗୁଳୁଗୁଳି ବେଳେ ହଠାତ୍‌ ଲାଇନ୍‌ ଚାଲିଗଲା । ଲୋକେ ଭାବିଲେ ପୁଣି ବିଜୁଳି ଆସିଯିବ । ହେଲେ ସକାଳ ପର୍ଯ୍ୟନ୍ତ ଆଉ ବିଜୁଳିର ଦେଖା ନାହିଁ । ପରେ ଗାଁ ଲୋକେ ଦେଖିଲା ବେଳକୁ ଗାଁରେ ଲାଗିଥିବା ଟ୍ରାସଫର୍ମର ଗାଏବ ହୋଇ ଯାଇଛି ।…