Browsing Tag

transgender day

ଏମାନଙ୍କୁ ବି ସମାଜରେ ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ, କିଟରେ ଅନୁଷ୍ଠିତ ହେଲା ଇଣ୍ଟରନେସନାଲ ଟ୍ରାନ୍ସଜେଣ୍ଡର ଡେ

କେନ୍ୟୁଜ୍(ବ୍ୟୁରୋ): କିଟରେ ଅନୁଷ୍ଠିତ ହୋଇଛି ଇଣ୍ଟରନେସନାଲ ଟ୍ରାନ୍ସଜେଣ୍ଡର ଡେ। କାର୍ଯ୍ୟକ୍ରମରେ ସାଧନା ମିଶ୍ର ଏବଂ ସୋନି ଅତିଥି ଭାବେ ଯୋଗ ଦେଇଥିଲେ । ସମାଜରେ ସଂଘର୍ଷ କରି ସେମାନେ କିପରି ସଫଳତା ପାଇବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତାଉପରେ ମତ ରଖିଥିଲେ…