Browsing Tag

tree fell

ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ, ଅଟକିଲା ମେମୁ ଟ୍ରେନ

ମୟୂରଭଞ୍ଜ (କେନ୍ୟୁଜ): ଟ୍ରାକରେ ପଡିଲା ଗଛ, ଅଟକିଲା ଟ୍ରେନ୍। ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ । ମୟୂରଭଞ୍ଜ ଜିଲ୍ଲା ବେତନଟି ଷ୍ଟେସନ ନିକଟ ରେଳ ଧାରଣା ଉପରେ ପଡିଲା ବିରାଟକାୟ ଶାଳଗଛ। ଅଧାବାଟରେ କେସିପୁର ଠାରେ ଅଟକିଲା ରୁପଷା-ବାଙ୍ଗିରିପୋଷି ମେମୁ ଟ୍ରେନ। ଗଛ ପଡ଼ିଯିବାରୁ ବିଦ୍ୟୁତ…

ଇଏ କେମିତିକା ମୃତ୍ୟୁ ? ଚଳନ୍ତା ଅଟୋ ଉପରେ ପଡିଗଲା ଗଛ; ଜଣେ ମହିଳା ମୃତ, ଗର୍ଭବତୀ ସମେତ ୨ ଗୁରୁତର

ଅନୁଗୁଳ (କେନ୍ୟୁଜ): ଜାତୀୟରଜପଥ ୧୪୯ ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ହଠାତ୍ ଖସିଲା ଶୁଖିଲା ଗଛ। ଫଳ ରେ ଅଟୋ ରେ ବସିଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗର୍ଭବତୀ ମହିଳାଙ୍କୁ ମିଶାଇ ୨ ଜଣ ଗୁରୁତର ଅଛନ୍ତି ।ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ…