ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ, ଅଟକିଲା ମେମୁ ଟ୍ରେନ

ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ । ମୟୂରଭଞ୍ଜ ଜିଲ୍ଲା ବେତନଟି ଷ୍ଟେସନ ନିକଟ ରେଳ ଧାରଣା ଉପରେ ପଡିଲା ବିରାଟକାୟ ଶାଳଗଛ। ଅଧାବାଟରେ କେସିପୁର ଠାରେ ଅଟକିଲା ରୁପଷା-ବାଙ୍ଗିରିପୋଷି ମେମୁ ଟ୍ରେନ।

ମୟୂରଭଞ୍ଜ (କେନ୍ୟୁଜ): ଟ୍ରାକରେ ପଡିଲା ଗଛ, ଅଟକିଲା ଟ୍ରେନ୍। ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ । ମୟୂରଭଞ୍ଜ ଜିଲ୍ଲା ବେତନଟି ଷ୍ଟେସନ ନିକଟ ରେଳ ଧାରଣା ଉପରେ ପଡିଲା ବିରାଟକାୟ ଶାଳଗଛ। ଅଧାବାଟରେ କେସିପୁର ଠାରେ ଅଟକିଲା ରୁପଷା-ବାଙ୍ଗିରିପୋଷି ମେମୁ ଟ୍ରେନ।

ଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଡିପଡିଲା। ଫଳରେ ଅଟକି ରହିଛି ରୁପଷା-ବାଙ୍ଗିରିପୋଷି ମେମୁ ଟ୍ରେନ୍। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ରେଳ ବିଭାଗ କର୍ମଚାରୀ ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.