Below header
Browsing Tag

trees

କାହିଁକି ରାସ୍ତା କଡରେ ଥିବା ଗଛଗୁଡିକୁ ଧଳା ରଙ୍ଗ ଦିଆଯାଏ, ଏହା ପଛରେ କ’ଣ ରହିଛି ବିଜ୍ଞାନ ?

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ ଜିନିଷ ଦେଖୁ, ଯାହା ପଛର କାରଣ ଆମେ ଜାଣିନଥାଉ । ସେଗୁଡିକୁ ଦେଖିବା ଆମ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥାଏ । ଏପରି ଏକ ଜିନିଷ ଯାହାକୁ ଆମେ ପ୍ରାୟତଃ ଦେଖୁ ତାହା ହେଉଛି ରାସ୍ତା କଡ଼ରେ ଲାଗିଥିବା ଗଛଗୁଡିକ ଉପରେ ଧଳା ରଙ୍ଗ । ଆପଣ ନିଶ୍ଚିତ ଭାବରେ…

ଏହି ଗଛରେ ୧୦୦ ବର୍ଷରେ ଥରେ ଫୁଲ ଫୁଟେ, ଦେଖିବା ପାଇଁ ଦୂରରୁ ଆସନ୍ତି ଲୋକେ

ଆପଣମାନେ ତ ଜାଣିଥିବେ ଯେ ଆମ ସମଜରେ ବିଭିନ୍ନ ପ୍ରକାରର ଗଛ ଏବଂ ଉଦ୍ଭିଦ ଦେଖିବାକୁ ମିଳିଥାଏ । ତେବେ ଏପରି ଅନେକ ଗଛ ଅଛି ଯାହା ଅତ୍ୟନ୍ତ ଭିନ୍ନ ହୋଇଥାଏ । ଏହା ସହ ସମାଜର ଅନେକ ସ୍ଥାନରେ ସେଠିକାର ପାଣି ପବନକୁ ଦେଇ କିଛି ଗଛ ବଡ଼ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଗଛ ବିଷୟରେ…

ଭାରତରେ ଗଛକୁ ମଧ୍ୟ ଦିଆଯାଏ ପେନ୍‌ସନ୍‌, ଜାଣନ୍ତୁ ଏହା କେଉଁ ରାଜ୍ୟ

ବର୍ତ୍ତମାନ ସମୟରେ ଆପଣମାନେ ମଣିଷ ପାଇଥିବା ପେନ୍‌ସନ୍‌ ବିଷୟରେ ତ ନିଶ୍ଚିତ ଭାବରେ ଅନେକ ଥର ଶୁଣିଥିବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବୃକ୍ଷମାନେ ମଧ୍ୟ ପେନ୍‌ସନ୍‌ ପାଆନ୍ତି ? ତାହେଲେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଯେ ଏହା କେଉଁ ସ୍ଥାନରେ ହୋଇଥାଏ । ଏନେଇ ସବୁଠୁ ବଡ କଥା ହେଉଛି ଗଛ…

ଧାନ କି ଗହମ ନୁହେଁ, ଏଠାରେ ହୋଇଥାଏ ‘ଚୌକି’ ଚାଷ

୫୦ ବର୍ଷ ପୁରୁଣା କୌଣସି ଗଛକୁ କାଟି ଫର୍ଣ୍ଣିଚର ତିଆରି କରିବା ଅପେକ୍ଷା ଗଛକୁ ଫର୍ଣ୍ଣିଚର ଆକାରରେ ତିଆରି କରିବା ସହଜ ହୋଇଥାଏ। ରିପୋର୍ଟ ଅନୁଯାୟୀ ଇଂଲଣ୍ଡରେ ରହୁଥିବା ପତି-ପତ୍ନୀ ଗୋଓ୍ଵିନ ଏବଂ ଏଲିସ ମୁନରୋ ବହୁତ ବର୍ଷ ଧରି ଫର୍ଣ୍ଣିଚର ଆକାରର ଗଛ ଲଗାଇଥାନ୍ତି। ଉଭୟ ଦମ୍ପତି ବର୍ତ୍ତମାନ…

ଏମିତି ଏକ ଜାଗା, ଯେଉଁଠାରେ ଭଗବାନଙ୍କ ନାମରେ ନାମିତ ହୁଏ ଗଛ

ସାରା ବିଶ୍ୱରେ ଏବେ ବୃକ୍ଷରୋପଣକୁ ଗୁରୁତର ସହ ନିଆଯାଉଛି। ଯଦି ଗଛ ନ ରହିବ ତେବେ ଗୋଟେ ମୁହୂର୍ତ ବି ବଂଚିବା ସମ୍ଭବ ହେବ ନାହିଁ । କହିବାକୁ ଗଲେ ଗଛ ହିଁ ଆମର ପ୍ରକୃତ ବନ୍ଧୁ । ଅନ୍ୟ ଅର୍ଥରେ କହିଲେ ବୃକ୍ଷ ହିଁ ଜୀବନ। କିନ୍ତୁ ବର୍ତମାନ ସମୟରେ ଲୋକେ ବିକାଶକୁ ପ୍ରାଧାନ୍ୟ ଦେଇ ଗଛ କାଟି ପଦା…