Browsing Tag

trending video

Trending: ପାକିସ୍ତାନୀ ଯୁବକ McDonald’s ଚିକେନ୍‌ ବର୍ଗରରେ ତିଆରି କଲେ ଆଇସ୍‌କ୍ରିମ୍‌, ଭାଇରାଲ ହେଉଛି…

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଏବେ ଏମିତି ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି, ପାକିସ୍ତାନର ଜଣେ ଯୁବକ ଚିକେନ୍‌ ବର୍ଗରକୁ ଆଇସ୍‌କ୍ରିମ୍‌ରେ ପରିଣତ କରୁଛନ୍ତି। ଏହି ଭିଡିଓକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ…

ସଡ଼କ ଦୁର୍ଘଟଣାରେ ହରାଇଥିଲେ ୧୬ ବର୍ଷର ପୁଅକୁ, କିନ୍ତୁ ହଠାତ୍ ଟେଡିବିୟର ଭିତରୁ ପୁଅର ହାର୍ଟବିଟ୍ ଶୁଣି ହୋଇଗଲେ…

ପିଲା ପାଇଁ ବାପା ମା’ ସବୁବେଳେ ଛାଇ ଭଳି ରହିଥାନ୍ତି। ନିଜ ପିଲାଙ୍କୁ କେବେ ବି ହରାଇବାକୁ ଚାହାନ୍ତି ନାହିଁ। କିନ୍ତୁ ଆମେରିକାରେ ଡେକୋଟାରେ ରହୁଥିବା ଜନ ରେଡ ଗତ ବର୍ଷ କାର ଦୁର୍ଘଟଣାରେ ୧୬ ବର୍ଷୀୟ ପୁଅକୁ ହରାଇଥିଲେ। ନିଜ ସନ୍ତାନକୁ ହରାଇବାର ଦୁଃଖ ବାପା ମା’ଙ୍କୁ ବହୁତ କଷ୍ଟ ଦେଇଥାଏ।…

ସାଙ୍ଗ ହେବ ତ ଏମିତି, କୁନି ଝିଅକୁ ବସ୍ରୁ ଆଣିବା ସହିତ ତା’ ସାଙ୍ଗମାନଙ୍କୁ କରୁଛି ବାଏ ବାଏ, ଦେଖନ୍ତୁ ଭିଡିଓ

ଆପଣମାନେ ପୂର୍ବରୁ ଇଣ୍ଟରନେଟରେ ଅନେକ ମଜାଦାର୍ ଭିଡିଓ ଦେଖିଥିବେ। ପ୍ରତିଦିନ ଏମିତି କିଛି ଭାଇରଲ ଭିଡିଓ ଆପଣ ନିଜ ମୋବାଇଲ ହେଉ ଅବା ଟିଭି ନିଶ୍ଚିତ ଦେଖିଥିବେ। କେଉଁ ଭିଡିଓରେ ହାତୀ ତ, ଆଉ କେଉଁଠି ସାପ ଏବଂ ଆଉ କେଉଁଠି କୁକୁର ଭିଡିଓ ଦେଖିଥିବେ। ଏବେ ନିକଟରେ ଏକ କୁକୁରର ଭିଡିଓ…

ଲକଡାଉନରେ ହିରୋଗିରି ଦେଖାଉଥିଲେ ପୋଲିସ ସବ-ଇନ୍ସପେକ୍ଟର, ‘ସିଙ୍ଘମ’ ଷ୍ଟାଇଲରେ କରୁଥିଲେ ଷ୍ଟଣ୍ଟ, ହେଲେ…

ଦେଶରେ ମେ' 17 ଯାଏ ଲକଡାଉନ ଘୋଷଣା କରାଯାଇଛି। ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେପଟେ ପୋଲିସ କର୍ମୀମାନେ ଏବେ ବି ଫ୍ରଣ୍ଟ ଲାଇନରେ କାମ ଜାରି ରଖିଛନ୍ତି। ଯିଏ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାଧାରଣ…

ନରମ କଣ୍ଢେଇ ଦେଇ ଛାତ୍ରମାନଙ୍କୁ ପୁରସ୍କୃତ କରୁଛନ୍ତି ଏହି ପ୍ରଫେସର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଛାତ୍ରମାନଙ୍କ କଠିନ ପରିଶ୍ରମ ପାଇଁ ଏକ ବିଶ୍ୱବିଦ୍ୟାଳୟର ଜଣେ ଫ୍ରଫେସର ସେମାନଙ୍କୁ ଦେଉଛନ୍ତି ନରମ କଣ୍ଢେଇ। ଏହା ଦେବାରେ ତାଙ୍କୁ ବେଶ୍‌ ଖୁସି ଅନୁଭବ ହେଉଛି। ପ୍ରଫେସର ଦବାରା ନିଜ ବ୍ୟାଗରୁ କଣ୍ଢେଇଗୁଡ଼ିକୁ ବାହାର କରି କ୍ଲାସରୁମ୍‌ ଟେବୁଲରେ ରଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌…