Browsing Tag

tricolor

ସେପ୍ଟେମ୍ବର ୧୭ ହେବ ଖାସ୍‌! ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଉଡ଼ାଯିବ ତ୍ରିରଙ୍ଗା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ନୂଆ ସଂସଦ ଭବନରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ୫ ଦିବସୀୟ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ସଂସଦ ଭବନର ଗଜଦ୍ୱାରଠାରେ ତ୍ରିରଙ୍ଗା ପତାକା ଉଡ଼ାଯିବ। ସୂତ୍ରରୁ ଜଣାପଡ଼ିଛି ଯେ…

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି: ପୃଥିବୀଠାରୁ ୧ ଲକ୍ଷ ୬ ହଜାର ଫୁଟ୍‌ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା!

ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ ସରକାର ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ରହିଛି। ଏହି କ୍ରମରେ ପୃଥିବୀଠାରୁ ୩୦ କିଲୋମିଟର ଦୂର ଉଚ୍ଚ ଆକାଶରେ ତ୍ରିରଙ୍ଗା ପତାକା ଉଡ଼ାଯାଇଛି।…

ନିଆରା ଢଙ୍ଗରେ ଭାରତର ପ୍ରଶଂସା କଲା ସ୍ୱିଜରଲ୍ୟାଣ୍ଡ, ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଲା ମେଟରହର୍ଣ୍ଣ ପର୍ବତ

କରୋନା ମୁକାବିଲା କରିବା କ୍ଷେତ୍ରରେ ଭାରତର ପ୍ରସ୍ତୁତିର ପ୍ରଶଂସା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ୟ ଦେଶମାନେ ମଧ୍ୟ କରୁଛନ୍ତି। ଏବେ ଏହି ତାଲିକାରେ ସ୍ୱିଜରଲ୍ୟାଣ୍ଡର ନାଁ ମଧ୍ୟ ଯୋଡ଼ି ହୋଇଛି। ସ୍ୱିଜରଲ୍ୟାଣ୍ଡ ଏକ ନିଆରା ଉପାୟରେ ଭାରତକୁ ପ୍ରଶଂସା କରିଛି। ଭାରତର ପ୍ରଶଂସା…