Below header
Browsing Tag

Triple Talaq Bill

ତ୍ରିପଲ ତଲାକ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ(କେନ୍ୟୁଜ୍): ତ୍ରିପଲ ତଲାକ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଏବେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି । ୧୯ ସେପ୍ଟେମ୍ବର ୨୦୧୮ରୁ ଏହି ଆଇନ ଲାଗୁ ବୋଲି ଧରାଯିବ । ସଂସଦର ଉଭୟ ଗୃହରେ ବିଲ୍‌ ପାସ୍‌ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିଲା । ଏହି ଆଇନ୍‌ ଅନୁସାରେ…

ଅଟକିଲା ଟ୍ରିପଲ ତଲାକ ବିଲ୍‌, ହଟ୍ଟଗୋଳ ଯୋଗୁଁ ଦିନ ୨ଟା ଯାଏଁ ଗୃହ ମୁଲତବୀ

ରାଜ୍ୟସଭାରେ ଆଗତ ହୋଇପାରିଲାନି ଟ୍ରିପଲ ତଲାକ ବିଲ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଆସନ୍ତା ୨ ତାରିଖ ଯାଏ ମୁଲତବି କରାଯାଇଛି। ଦିନ ୨ଟାରେ ତିନି ତଲାକ ବିଲ ସଂପର୍କିତ ଚର୍ଚ୍ଚା ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ବିଲ…

ଲୋକସଭାରେ ପାସ୍ ହେଲା ତ୍ରିପଲ୍ ତଲାକ୍ ବିଲ୍

ଲୋକସଭାରେ ଟ୍ରିପଲ ତଲାକ ବିଲ୍‌ ପାସ୍‌ । ବିଲ୍‌ ସପକ୍ଷରେ ୨୪୫ ଖଣ୍ଡ ଭୋଟ୍‌ ପଡିଥିବା ବେଳେ ବିପକ୍ଷରେ ପଡିଥିଲା ୧୧ ଭୋଟ । ବିଲରେ ଅନେକ ସଂଶୋଧନ କରାଯାଇ ଭୋଟିଂ ମାଧ୍ୟମରେ ଏହାକୁ ପାସ କରାଯାଇଛି। ପୂର୍ବରୁ ଟ୍ରିପଲ ତଲାକ ବିଲ୍‌ ନେଇ ଘମାସାନ ବିତର୍କରେ ବିରୋଧୀଦଳର ସାଂସଦମାନେ ଭାଗ ନେଇ…

ଆଜି ଲୋକସଭାରେ ତ୍ରିପଲ ତଲାକ ବିଧେୟକ ଉପରେ ଆଲୋଚନା , ପାଖାପାଖି ୪ ଘଣ୍ଟା ଧରି ହେବ ଚର୍ଚ୍ଚା

ଦିଲ୍ଲୀ(କେନ୍ୟୁଜ୍) : ତ୍ରିପଲ ତଲାକ ବିଧେୟକ ଉପରେ ଆଜି ଲୋକସଭାରେ ଚର୍ଚ୍ଚା ହେବ । ଆଜି ଦିନ ୨ଟାରୁ ପାଖାପାଖି ୪ ଘଣ୍ଟା ଏହି ବିଲ୍‌ ଉପରେ ଆଲୋଚନା ହେବ । ବିଲ୍‌ ପାସ୍‌ କରାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସରକାର । ଆଲୋଚନା ବେଳେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ହ୍ଵିପ୍‌ ଜାରି…