Browsing Tag

truck catch fire

ଭଣ୍ଡାରୀପୋଖରୀ ଛଫୁଲିଆ ନିକଟରେ ଅଘଟଣ, ହୁତୁ ହୁତୁ ହୋଇ ଜଳିଗଲା ଦିଆସିଲି ବୋଝେଇ ଚଳନ୍ତା ଟ୍ରକ

ଭଣ୍ଡାରୀପୋଖରୀ(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ଥାନା ଛଫୁଲିଆ ନିକଟରେ ଏକ ଦିଆସିଲି ବୋଝେଇ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକଟି ସଂପୂର୍ଣ୍ଣ ଭବୋ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଭଣ୍ଡାରୀପୋଖରୀ ଦମକଳବାହିନୀ…