Below header
Browsing Tag

tuition sir

ଟ୍ୟୁସନ୍‌ ସାରଙ୍କ ସହ ୨ ନାବାଳିକା ଛାତ୍ରୀଙ୍କୁ ନେଇ ବଡ଼ଗଡ଼ ଥାନାରେ କମିସନରେଟ୍‌ ପୋଲିସ୍, ଚାଲିଛି ପଚରାଉଚରା

ଭୁବନେଶ୍ବର(କେନ୍ଯୁଜ୍): ଟ୍ୟୁସନ୍‌ ସାରଙ୍କ ସହ ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ବଡ଼ଗଡ଼ ଥାନାରେ ପହଞ୍ଚିଲା କମିସନରେଟ୍‌ ପୋଲିସ ଟିମ୍‌ । ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀ ଓ ଟ୍ୟୁସନ ସାରଙ୍କୁ ଠାବ କରିଥିଲା ଅଇଁଠାପାଲି ଥାନା ପୋଲିସ । ଟ୍ୟୁସନ ସାର୍‌ଙ୍କୁ ଅଟକ ରଖି ପଚରାଉଚରା…

ଟ୍ୟୁସନ ସାର୍‌ଙ୍କ ମାଡ଼ରେ ଭାଙ୍ଗିଲା ଛାତ୍ରର ହାତ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ମାହାଙ୍ଗା: ଟ୍ୟୁସନ ସାର୍‌ଙ୍କ ମାଡରେ ଛାତ୍ର ଗୁରୁତର। ଏଭଳି ଗୁରୁତର ଅଭିଯୋଗ ଆସିଛି କଟକ ଜିଲ୍ଲାର ମାହାଙ୍ଗା ଥାନାକୁ। ଥାନା ଅନ୍ତର୍ଗତ କୋଳିଅଠା ଗାଁରେ ଟ୍ୟୁସନ ସାରଙ୍କ ମାଡ଼ରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ହୋଇଛି । ଛାତ୍ରର ପିଠିରେ ଦାଗ ପଡିବା ସହ ହାତ ଭାଙ୍ଗି ଯାଇଥିବା ପରିବାର…

ବାଲେଶ୍ୱର: ଛାତ୍ରୀର ବେକ ଓ ପାପୁଲି କାଟି ଟ୍ୟୁସନ ମାଷ୍ଟର ଛୁ, ପୋଲିସର ତନାଘନା ଜାରି

ବାଲେଶ୍ୱର: ଛାତ୍ରୀର ବେକ କାଟି ଟ୍ୟୁସନ ମାଷ୍ଟର ଛୁ। ବାଲେଶ୍ୱର ଭୋଗରାଇ ଦେହୁର୍ଦ୍ଧା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ଭାରତ ନାଥଙ୍କ ପୁଅ ବିଶ୍ୱଜିତ ନାଥ ଗତ କାଲି ପ୍ରାୟ ରାତି ୯ଟାରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଘରେ ଏକ ଧାରୁଆ ଅସ୍ତ୍ରରେ ବେକ ଓ ପାପୁଲି କାଟି ଫେରାର…