Browsing Tag

twins jagabalia

ବିଗୁଡୁଛି ବଳିଆର ସ୍ୱାସ୍ଥ୍ୟାବସ୍ଥା, ୧୫ ଦିନ ହେଲାଣି ଜ୍ୱର ହେଉଛି ଓ ଗୋଡ଼ ହାତ ଥରୁଛି

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ବଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସୂଚନା ମିଳିଛି । ତାକୁ ୧୫ ଦିନ ହେଲାଣି ଜ୍ୱର ହେଉଛି । ଗୋଡ଼ ହାତ ଥରୁଛି । କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆ ଏବେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କୁ କଟକ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।…

ବଳିଆକୁ ଜ୍ବର ଛାଡୁନି, ଚିକିତ୍ସାରେ ଅର୍ଥ କିନ୍ତୁ ବାଧକ ହେବ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଜଗାର ସ୍ୱାସ୍ଥ୍ୟ ଭଲ ଅଛି । ହେଲେ ବଳିଆକୁ ଜ୍ବର ଛାଡୁନି । ତେବେ ଜଗା ବଳିଆଙ୍କ ଚିକିତ୍ସାରେ ଅର୍ଥ ବାଧକ ହେବ ନାହିଁ । ରାଜ୍ୟ ସରକାର ଏକ କୋଟି ଟଙ୍କା ଦେଇଛନ୍ତି । ଆବଶ୍ୟକ ହେଲେ ଅଧିକ ଅର୍ଥ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ…