Below header
Browsing Tag

twitter deal hold

ଅଟକିଲା ଟ୍ଵିଟର ଡିଲ, ଏଲନ ମସ୍କ ଡିଲକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ : ଏଲନ ମସ୍କ ଟ୍ଵିଟର ଡିଲକୁ ଏବେ ବନ୍ଦ ରଖିଛନ୍ତି । ଯଦିଓ ଡିଲକୁ ସବୁ ଦିନ ପାଇଁ ବନ୍ଧ କରି ନାହାଁନ୍ତି ତେବେ ଏହାକୁ ସାମୟିକ ଭାବେ ବନ୍ଦ ରଖିଛନ୍ତି ବୋଲି ସେ ଘୋଷଣା କରିଛନ୍ତି । ତେବେ ଡିଲକୁ ବନ୍ଦ କରିବାର କାରଣ ସ୍ପାମ ବୋଲି କହିଛନ୍ତି । ଗତ ମାସ ଆରମ୍ଭରେ ମସ୍କ ଟ୍ଵିଟରକୁ…