Below header
Browsing Tag

two auto association strike

ଜଟିଳ ହେବାରେ ଲାଗିଛି ଦୁଇ ଅଟୋ ସଂଘ ଭିତରେ ବିବାଦ, ହଇରାଣ ହେଉଛିନ୍ତି ସାଧାରଣ ଲୋକେ

ଭଦ୍ରକ(କେନ୍ୟୁଜ୍) :  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିଆ ଅଟୋ ସଂଘ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଫଳରେ ଚାନ୍ଦବାଲି-ରାଜକନିକା ଅଟୋ ଚଳାଚଳ ବନ୍ଦ ରଖିଛି ଚାନ୍ଦବାଲି ଅଟୋ ସଂଘ । ଗତକାଲି ଏହି ବିବାଦର ସମାଧାନ ଦାବି କରି ଚାନ୍ଦବାଲି ଅଟୋ ସଂଘ ତରଫରୁ…