Browsing Tag

two brothers selling vegetables

ଦୁଇ କୁନି ପିଲାଙ୍କ ମୁଣ୍ଡରେ ପରିବାରର ବୋଝ: ପେଟକୁ ଦାନା ଓ ବାପାଙ୍କ ଔଷଧ ଖର୍ଚ୍ଚ ପାଇଁ ହାଟରେ ବିକୁଛନ୍ତି ପରିବା

ଆଳି: ଆଖିରେ ଆଖିଏ ସ୍ୱପ୍ନ, ମନରେ କିନ୍ତୁ ଦୁଃଖ ଆଉ ଯନ୍ତ୍ରଣାର ବୋଝ। ଯେଉଁ ବୟସ ଖେଳ କୁଦରେ କାଟିବା କଥା ସେହି ବୟସ କାଟୁଛି ପରିବା ହାଟ ଆଉ ଚୁଲି ମୁଣ୍ଡ ଧୂଳି ଧୂଆଁରେ। ଯେଉଁ ସମୟରେ ପାଠ ପଢିବା କଥା ସେହି ସମୟ କଟୁଛି ପରିବାରର ଭରଣ ପୋଷଣରେ। କେନ୍ଦ୍ରାପଡା ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି…