Below header
Browsing Tag

two friend dead in accident

ବାଲେଶ୍ୱର: ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ୨ ସାଙ୍ଗଙ୍କ ମୃତ୍ୟୁ

ବାଲେଶ୍ୱର: ଦୁର୍ଘଟଣାରେ ୨ ସାଙ୍ଗଙ୍କ ମୃତ୍ୟୁ। ଯାତ୍ରା ଦେଖି ଫେରୁଥିବାବେଳେ ଏକାସାଙ୍ଗରେ ଚାଲିଗଲା ଜୀବନ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ- ମାର୍କୋଣା ରାସ୍ତାରେ ଘଟିଛି ଦୁର୍ଘଟଣା। ମୃତକ ଦୁଇ ଜଣ ଶନି ବିଶ୍ୱକର୍ମା ଓ ଜଗନ୍ନାଥ ସିଂ। ଗତକାଲି ରାତିରେ ଏମାନେ ଦୁଇ…