Browsing Tag

two odia jawan sahid

ପୈତୃକ ଗାଁରେ ସହିଦ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ଭାରତ-ଚୀନ ଲଢ଼େଇରେ ଗତ ସୋମବାର ରାତିରେ ୨ ଜଣ ଓଡ଼ିଆ ଯବାନ ସହିଦ ହୋଇଥିଲେ । ତେବେ ଗତକାଲି ଦୁଇ ସହିଦ ଯବାନ ନନ୍ଦୁରାମ ସୋରେନ ଏବଂ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପୈତୃକ ଗ୍ରାମକୁ…

କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ, ମୟୁରଞ୍ଜର ରାଇରଙ୍ଗପୁରର ନନ୍ଦୁ ରାମ ସୋରେନ୍ ସହିଦ 

ଫୁଲବାଣୀ/ରାଇରଙ୍ଗପୁର (କେ ନ୍ୟୁଜ୍‌) : ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି । ଜଣେ…

ପୁଲଓ୍ଵାମା ଆତଙ୍କୀ ହମଲାରେ ସହିଦଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ ଯବାନ

କେନ୍ୟୁଜ୍ : ପୁଲଓ୍ଵାମା ଏନ୍‌କାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ସହିଦ ଯବାନ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ। ପ୍ରସନ୍ନ ସିଆରପିଏଫ୍‌ରେ ହେଡ୍‌ କନ୍‌ଷ୍ଟେବଳ ଭାବେ କାମ କରୁଥିଲେ। ସେହିପରି କଟକ ଜିଲ୍ଲା…