Browsing Tag

two stair train will run

ଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ କାଲିଠାରୁ ଚାଲିବ ଦୁଇ ମହଲା ଟ୍ରେନ, ଜାଣନ୍ତୁ ଟାଇମ-ଟେବଲ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରେଳ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଏବେ ଲକ୍ଷ୍ନୌ ଜଙ୍କସନ୍‌ ଠାରୁ ଦିଲ୍ଳୀ ଆନନ୍ଦ ବିହାର ମଧ୍ୟରେ ଚାଲିବ ଦୁଇ ମହଲା ଟ୍ରେନ । ଦୀର୍ଘ ୩ ବର୍ଷ ଧରି ଏହି ଟ୍ରେନ ଚାଲିବାର ଅପେକ୍ଷାରେ ଯାତ୍ରୀ ଥିଲେ । ଆସନ୍ତା ମଇ ୧୦ ତାରିଖରୁ ଏହା ପଟ୍ରି ଉପରେ ଚାଲିବ ବୋଲି…