Browsing Tag

two un-identified dead bodies found from rail line

ରେଳ ଧାରଣାରୁ ମିଳିଲା ଯୁବକ ଓ ମହିଳାଙ୍କ ମୃତ ଦେହ

ଆଠମଲ୍ଲିକ(କେନ୍ୟୁଜ୍‌) : ତାଳଚେର-ସମ୍ବଲପୁର ରେଳପଥର ବଇଣ୍ଡା ରେଳ ଧାରଣା ନିକଟରେ ଆଜି ୨ ଟି ମୃତ ଦେହକୁ ରେଳବାଇ ପୋଲିସ ଜବତ କରିଛି । ପୋଲିସ ତଦନ୍ତ ଜାରି ରହିଛି । ସୂଚନାନୁଯାୟୀ, ଆଠମଲ୍ଲିକ ଉପଖଣ୍ଡ ମଧ୍ୟ ଦେଇ ଯାଇଥିବା ତାଳଚେର ସମ୍ବଲପୁର ରେଳପଥ ର ବଇଣ୍ଡା ରେଳଷ୍ଟେସନ ନିକଟସ୍ଥ…