Browsing Tag

Type-C charger

ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓମି ଲଞ୍ଚ କଲା ନୂଆ ଚାର୍ଜର, ଦାମ ରହିଛି ଶସ୍ତା

ଭାରତୀୟ ବଜାରରେ ଜିଓମି ନିଜର Mi Sonic Charge 3.0 ଫାଷ୍ଟ ଚାର୍ଜର ଲଞ୍ଚ କରିବାର ତାରିଖ ଘୋଷଣା କରିଛି । ୧୨ ଜୁଲାଇ ଅର୍ଥାତ ଆଜି ଭାରତରେ ଏହା ଲଞ୍ଚ ହେବାକୁ ଯାଉଛି । ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି 67W ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ସହ ଏହା ଆଜି ବଜାରକୁ ପ୍ରବେଶ କରିବ ।…