UAE President: ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ୍ ହେବେ UAE ର ପରବର୍ତ୍ତୀ ରାଷ୍ଟ୍ରପତି
ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାୟଦ ଅଲ ନାହୟାନ୍ଙ୍କର ମେ ୧୩ ଶୁକ୍ରବାର ଦେହାନ୍ତ ଘଟିଛି। ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଏହି ପଦ ଖାଲି ପଡ଼ିଛି। କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଏବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଇତି ମଧ୍ୟରେ ୟୁଏଇର…