Below header
Browsing Tag

ujjwala scheme

ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ କେନ୍ଦ୍ର ସରକାରଙ୍କ ସବ୍‌ସିଡି ଭେଟି, ଏବେ ୬୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର

କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ, ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ସବ୍‌ସିଡି ୨୦୦ ଟଙ୍କାରୁ ବଢ଼ାଇ ୩୦୦ ଟଙ୍କା କରି ଦିଆଯାଇଛି। କ୍ୟାବିନେଟ୍‌ ରକ୍ଷା ବନ୍ଧନ ଏବଂ ଓଣମ୍‌ ଅବସରରେ ଏଲପିଜି ସିଲିଣ୍ଡରରେ ୨୦୦ ଟଙ୍କା କାଟ୍‌ ଘୋଷଣା କରିଥିଲା।…

୯.୫୯ କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର, ଗୋଟେ ବର୍ଷରେ ମିଳିବ ଏତିକି ସିଲିଣ୍ଡର

ଉଜ୍ଜ୍ୱଳା ଯୋଜନାର ଗ୍ରାହକଙ୍କୁ ସରକାର ଦେଲେ ବଡ ଉପହାର । ସରକାର ୯.୫୯ କୋଟି ଗ୍ରାହକଙ୍କୁ ରନ୍ଧନ ଗ୍ୟାସ ଉପରେ ସବସିଡି ମିଳିବା ନେଇ କରିଛନ୍ତି ବଡ ଘୋଷଣା । ଗ୍ରାହକଙ୍କୁ ମିଳୁଥିବା ସବସିଡିକୁ ଆହୁରି ୧ ବର୍ଷ ପାଇଁ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍‌ ଏବେ ପ୍ରତି…

ମାଗଣାରେ ଏଲ୍‌ପିଜି ସିଲିଣ୍ଡର ବାଣ୍ଟୁଛନ୍ତି ସରକାର, ସରିବା ପୂର୍ବରୁ ତୁରନ୍ତ କରନ୍ତୁ ଆବେଦନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜ୍ୱଳା ଯୋଜନାରେ ୧୪.୨ କିଲୋଗ୍ରାମ୍‌ଯୁକ୍ତ ୩ଟି ଏଲ୍‌ପିଜି ସିଲିଣ୍ଡର ଦିଆଯିବ। ଏନେଇ ମୋଦି ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଅର୍ଥାତ୍‌ ଗରିବଙ୍କୁ ପ୍ରତି ମାସରେ ଗୋଟିଏ ସିଲିଣ୍ଡର ମାଗଣାରେ ଦିଆଯିବ। ଅନ୍ୟପଟେ…

ଗରୀବ ମହିଳାଙ୍କୁ ୫ କିଲୋ ର ଗ୍ୟାସ ସିଲିଣ୍ଡର ଦେବେ ମୋଦି ସରକାର, ପ୍ରସ୍ତୁତି ହେଲାଣି ଆରମ୍ଭ

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଦ୍ବାରା ଗରୀବ ମହିଳାଙ୍କୁ ୫ କିଲୋ ବାଲା ଗ୍ୟାସ ସିଲିଣ୍ଡର ଦେବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜଣାଇବାକୁ ଚାହିଁବୁ ଯେ ଦ୍ବାରା ଦାରିଦ୍ର ରେଖା ତଳେ ଥିବା ପରିବାରଙ୍କୁ ମାଗଣାରେ ଗ୍ୟାସ କନେକସନ ବଣ୍ଟାଯିବ।…