Browsing Tag

uncle died

ବ୍ୟାଙ୍କରୁ ଋଣ ଆଣିବାକୁ ଯିବା ହେଲା କାଳ, ୧୧କେଭି ତାର ସଂସ୍ପର୍ଶରେ ଆସି ମାମୁଁ ମୃତ, ଭାଣିଜୀ ଗୁରୁତର

ନବରଙ୍ଗପୁର(କେ ନ୍ୟୁଜ):  ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା "ସମସ୍ତା ଫାଇନାନ୍ସ" ନାମକ ବେସରକାରୀ ସଂସ୍ଥାରେ ଟଙ୍କା ଋଣ ଆଣିବାକୁ ଯାଇଥିବା ବେଳେ ସେଠାରେ ଥିବା ୧୧କେଭି ତାର ସଂସ୍ପର୍ଶରେ ଆସି ମାମୁଁଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଣଜି ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ…